Tuesday, April 19, 2011
Shree Jagannath Temple at Mahala, near to Badabetara
Saturday, April 9, 2011
Monday, March 28, 2011
Badabetara Melana and Dolayatra of Madana Mohana
Friday, March 11, 2011
Monday, February 28, 2011
Chitrotpala : a beautiful river.....
Chitrotpala... is dried now....
River CHITROTPALA a beautiful river flowing near our village. The river is originated from Mahanadi near Guali of Cuttack district. The pic is taken at Naganpur of Garadpur block. This is the bustop to our village Badabetara.
Naganpur Bus-stop... early in the morning
Sun rise at Naganpur Bus-stop
Sunday, February 20, 2011
Monday, February 14, 2011
Sunday, February 6, 2011
Bholahat Bazar a nearset village market to Badabetara
Sunday, January 16, 2011
ମକର ସଂକ୍ରାନ୍ତି ବେଶ ଜାକଜମକର ସହ ପାଳିତ ହେଲା
ମକର ସଂକ୍ରାନ୍ତି ହେଉଛି ହିନ୍ଦୁମାନଙ୍କର ବଡଦିନ ପର୍ବ ଆମ ଗାଁରେ ମକର ସଂକ୍ରାନ୍ତି ବେଶ ଜାକଜମକର ସହିତ ପାଳିତ ହୋଇଯାଇଛି ଗ୍ରାମର ପ୍ରଭୁ ଜଟେଶ୍ବର ମହାଦେବଙ୍କ ମନ୍ଦିର, ମଦନ ମୋହନଙ୍କ ମଠ ଓ ମେଲଣବରସ୍ଥିତ ହନୁମାନଙ୍କ ପାଖରେ ଏହି ଦିନ ଭୋଗରାଗ, ଭଜନକୀର୍ତ୍ତନ ଆଦି ଅନୁଷ୍ଠିତ ହୋଇଯାଇଛି ମକର ସଂକ୍ରାନ୍ତି ଠାରୁ ଦିନ ବଡ ହେବାକୁ ଲାଗିଲାଣି......
Thursday, December 23, 2010
Details about Badabetara
Total Population - 722
House hold -169
Male - 365
Female -357
SC - 90
SC Male - 46
SC Female - 44
Total Literate - 534
Male Literate - 285
Female Literate - 249
Medical Facility - Not available (You can find a PH centre in Korua 10 km away from the village)
One Primary School is there in the village. No High School or College.
Direct Bus Service Not available in the village. Nearest Bus Stop - Naganpur 3 Km away.
Nearest Railway Station - Cuttack - 70 Km away from the village.

Details about village Badabetara
It is a nice village in Kendrapara District of Orissa, India. The map of Kendrapara district is shown above. One can easily find out the Garadpur Block in the map.
Location of Badabetara village in Garadpur Block is shown below
Location of Badabetara village in Garadpur Block is shown below
Monday, December 20, 2010
Tuesday, November 23, 2010
ରାସ ଉତ୍ସବ ଶେଷ ହେଲା
ନିକଟରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରଭୁ ମଦନମୋହନଙ୍କ ରାସ ଉତ୍ସବ ଶେଷ ହେଲା ଏହା ଏକ ଅତ୍ୟନ୍ତ ପବିତ୍ର ଓ ରମଣୀୟ ପର୍ବ ବଡବେତରା ସହିତ ନିକଟସ୍ଥ ମନମଧୁପୁର, ମଠସାହି ଓ ନାଗଣପୁରରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରରେ ମଧ୍ୟ ରାସ ଉତ୍ସବ ଅନୁଷ୍ଠିତ ହୋଇଥାଏ
ରାସ ଉତ୍ସବର ପରଦିନ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ରଥ ଉପରେ ଠାକୁରଙ୍କ ଅଧରପଣା ଭୋଗ ଲାଗି କରାଯାଏ ଏହି ଭୋଗ ଅତ୍ୟନ୍ତ ଚମତ୍କାର ଏହାର ସ୍ବାଦ ଅବର୍ଣ୍ଣନୀୟ ଯିଏ ଥରେ ଏ ଭୋଗ ପାଇଛି ସେ ଜୀବନ ସାରା ଏହାକୁ ଭୂଲି ପାରିବ ନାହିଁ ବାସ୍ତବରେ ଏହି ଭୋଗରେ ମହାପ୍ରଭୁଙ୍କର ଶୁଭଦୃଷ୍ଟି ସିଧାସଳଖ ପଡିଥାଏ ବୋଲି ବୋଧହୁଏ ଏହା ଏତେ ସ୍ବାଦଷ୍ଟ ଲାଗେ
ଏହି ବ୍ଲଗରେ ରଥ ଉପରେ ମଦନ ମୋହନଙ୍କ ଫଟୋ ଅଛି

Thursday, November 11, 2010
ବଡବେତରା - ଭୁଲି ହୁଏନା
ଏମିତି ଏକ ଗାଁ ଯାହାକୁ କେବେ ଭୂଲି ହୁଏନା...
ଏଇ ଗାଁର ମଦନ ମୋହନଙ୍କ ମଠ, ପ୍ରଭୁ ଜଟେଶ୍ବରଙ୍କ ମନ୍ଦିର, ମେଲଣ ପଡିଆରେ ଥବା ହନୁମାନ ମନ୍ଦିର, ସମାଧି ବଣ, ସ୍କୁଲ ପଡିଆ, ମଠ ତୋଟା, ପାଖରେ ଥବା ବାଘୁଣି ନାଳ, ପଡୋଶୀ ନାଗଣପୁରର ହାଟ, କୁଦାନଗରୀ, ସେ ପଟେ ମନମଧୁପୁର ଗାଁ ର ବୈଷ୍ଣବାଣୀ ଠାକୁରାଣୀ ଏ ସବୁ ପ୍ରତି ମୁହୂର୍ତ୍ତରେ ଫେରାଇନିଏ ପିଲାଦିନକୁ....
ହରିହର..

Wednesday, November 10, 2010
Kudanagari
Raja Parikshita
Kudanagari - A beautiful place near Badabetara. It is known as Suka-Parikshita Gadi. Here Suka Muni told Srimad Bhagabata to Raja Parikshita.
Monday, November 8, 2010
Hanuman Temple at Badabetara
There is a small but beautiful Hanuman Temple in Badabetara. It is at Melanabara. This Hanuman bigraha was first set and worshiped by Balaram Baba.
Samadhi of Balia Baba
Maa Parvati
Maa Parvati's temple near Prabhu Jateswar's temple. Maa is very much kind hearted towards her bhaktas.
Thursday, September 9, 2010
Subscribe to:
Posts (Atom)