Badabetara: ବଡବେତରା - ଭୁଲି ହୁଏନା

Thursday, November 11, 2010

ବଡବେତରା - ଭୁଲି ହୁଏନା

ଏମିତି ଏକ ଗାଁ ଯାହାକୁ କେବେ ଭୂଲି ହୁଏନା...
ଏଇ ଗାଁର ମଦନ ମୋହନଙ୍କ  ମଠ, ପ୍ରଭୁ ଜଟେଶ୍ବରଙ୍କ ମନ୍ଦିର, ମେଲଣ ପଡିଆରେ ଥବା ହନୁମାନ ମନ୍ଦିର, ସମାଧି ବଣ, ସ୍କୁଲ ପଡିଆ, ମଠ ତୋଟା, ପାଖରେ ଥବା ବାଘୁଣି ନାଳ, ପଡୋଶୀ ନାଗଣପୁରର ହାଟ, କୁଦାନଗରୀ, ସେ ପଟେ ମନମଧୁପୁର ଗାଁ ର ବୈଷ୍ଣବାଣୀ ଠାକୁରାଣୀ ଏ ସବୁ ପ୍ରତି ମୁହୂର୍ତ୍ତରେ ଫେରାଇନିଏ ପିଲାଦିନକୁ....

ହରିହର..

No comments:

Post a Comment