Badabetara: ମକର ସଂକ୍ରାନ୍ତି ବେଶ ଜାକଜମକର ସହ ପାଳିତ ହେଲା

Sunday, January 16, 2011

ମକର ସଂକ୍ରାନ୍ତି ବେଶ ଜାକଜମକର ସହ ପାଳିତ ହେଲା

ମକର ସଂକ୍ରାନ୍ତି ହେଉଛି ହିନ୍ଦୁମାନଙ୍କର ବଡଦିନ ପର୍ବ୤ ଆମ ଗାଁରେ ମକର ସଂକ୍ରାନ୍ତି ବେଶ ଜାକଜମକର ସହିତ ପାଳିତ ହୋଇଯାଇଛି୤ ଗ୍ରାମର ପ୍ରଭୁ ଜଟେଶ୍ବର ମହାଦେବଙ୍କ ମନ୍ଦିର, ମଦନ ମୋହନଙ୍କ ମଠ ଓ ମେଲଣବରସ୍ଥିତ ହନୁମାନଙ୍କ ପାଖରେ ଏହି ଦିନ ଭୋଗରାଗ, ଭଜନକୀର୍ତ୍ତନ ଆଦି ଅନୁଷ୍ଠିତ ହୋଇଯାଇଛି୤ ମକର ସଂକ୍ରାନ୍ତି ଠାରୁ ଦିନ ବଡ ହେବାକୁ ଲାଗିଲାଣି......

No comments:

Post a Comment