Badabetara: November 2010

Tuesday, November 23, 2010

ରାସ ଉତ୍ସବ ଶେଷ ହେଲା

ନିକଟରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରଭୁ ମଦନମୋହନଙ୍କ ରାସ ଉତ୍ସବ ଶେଷ ହେଲା୤ ଏହା ଏକ ଅତ୍ୟନ୍ତ ପବିତ୍ର ଓ ରମଣୀୟ ପର୍ବ୤ ବଡବେତରା ସହିତ ନିକଟସ୍ଥ ମନମଧୁପୁର, ମଠସାହି ଓ ନାଗଣପୁରରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରରେ ମଧ୍ୟ ରାସ ଉତ୍ସବ ଅନୁଷ୍ଠିତ ହୋଇଥାଏ ୤ 
ରାସ ଉତ୍ସବର ପରଦିନ ଅର୍ଥାତ୍‌ କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ରଥ ଉପରେ ଠାକୁରଙ୍କ ଅଧରପଣା ଭୋଗ ଲାଗି କରାଯାଏ୤ ଏହି ଭୋଗ ଅତ୍ୟନ୍ତ ଚମତ୍କାର୤ ଏହାର ସ୍ବାଦ ଅବର୍ଣ୍ଣନୀୟ୤ ଯିଏ ଥରେ ଏ ଭୋଗ ପାଇଛି ସେ ଜୀବନ ସାରା ଏହାକୁ ଭୂଲି ପାରିବ ନାହିଁ ୤ ବାସ୍ତବରେ ଏହି ଭୋଗରେ ମହାପ୍ରଭୁଙ୍କର ଶୁଭଦୃଷ୍ଟି ସିଧାସଳଖ ପଡିଥାଏ ବୋଲି ବୋଧହୁଏ ଏହା ଏତେ ସ୍ବାଦଷ୍ଟ ଲାଗେ୤

ଏହି ବ୍ଲଗରେ ରଥ ଉପରେ ମଦନ ମୋହନଙ୍କ ଫଟୋ ଅଛି୤

Thursday, November 11, 2010

ବଡବେତରା - ଭୁଲି ହୁଏନା

ଏମିତି ଏକ ଗାଁ ଯାହାକୁ କେବେ ଭୂଲି ହୁଏନା...
ଏଇ ଗାଁର ମଦନ ମୋହନଙ୍କ  ମଠ, ପ୍ରଭୁ ଜଟେଶ୍ବରଙ୍କ ମନ୍ଦିର, ମେଲଣ ପଡିଆରେ ଥବା ହନୁମାନ ମନ୍ଦିର, ସମାଧି ବଣ, ସ୍କୁଲ ପଡିଆ, ମଠ ତୋଟା, ପାଖରେ ଥବା ବାଘୁଣି ନାଳ, ପଡୋଶୀ ନାଗଣପୁରର ହାଟ, କୁଦାନଗରୀ, ସେ ପଟେ ମନମଧୁପୁର ଗାଁ ର ବୈଷ୍ଣବାଣୀ ଠାକୁରାଣୀ ଏ ସବୁ ପ୍ରତି ମୁହୂର୍ତ୍ତରେ ଫେରାଇନିଏ ପିଲାଦିନକୁ....

ହରିହର..

Wednesday, November 10, 2010

Kudanagari

Raja Parikshita
Kudanagari - A beautiful place near Badabetara. It is known as Suka-Parikshita Gadi. Here Suka Muni  told Srimad Bhagabata to Raja Parikshita.

Monday, November 8, 2010

Hanuman Temple at Badabetara

There is a small but beautiful Hanuman Temple in Badabetara. It is at Melanabara. This Hanuman bigraha was first set and worshiped by Balaram Baba.


Samadhi of Balia Baba

Maa Parvati

Maa Parvati's temple near Prabhu Jateswar's temple. Maa is very much kind hearted  towards her bhaktas.