Thursday, March 8, 2012
Wednesday, March 7, 2012
Sunday, March 4, 2012
One of the Grand Festival of our village Dola Parba started
Wednesday, February 22, 2012
Korua Primary Health Centre, Only PHC nearer to village Badabetara
Monday, February 20, 2012
MAHA SHIVARATREE at the temple of Mahaprabhu Jateshwara
Sunday, February 19, 2012
MAHA SHIVARATREE at the temple of Mahaprabhu Jateshwara
Friday, February 17, 2012
Tuesday, January 31, 2012
Kudanagari, a beautiful place near to Badabetara
Magha Mela in Kudanagari Started
Kudanagari is famous for Magha Saptami Buda. This place is known as the second CHANDRABHAGA of Odisha. Every year thousands of devotees take a holy dip in Chitrotpala and see the rising Sun here in Kudanagari. This place is also famous for Suka Muni and Raja Parikshita. This year on 30th Jan 2012 Magha mela started.
Thousands of devotees are gathered here in the aerly morning of Magha Saptami and see the Sun God.
Thousands of devotees are gathered here in the aerly morning of Magha Saptami and see the Sun God.
Saturday, January 14, 2012
Wednesday, November 23, 2011
Sunday, November 13, 2011
Friday, November 11, 2011
Monday, November 7, 2011
ଆପଣମାନେ ମଧ୍ୟ ଏହି ବ୍ଲଗରେ ଆପଣଙ୍କ ଲେଖା ପ୍ରକାଶ କରିପାରିବେ
ପ୍ରିୟ ବନ୍ଧୁଗଣ
ଏହି ବ୍ଲଗଟି ହେଉଛି କେନ୍ଦ୍ରାପଡା ଜିଲ୍ଲାର ଛୋଟିଆ ଗାଁ ‘ବଡବେତରା’ ଉପରେ | ଆପଣମାନେ ଯଦି ଏହି ଗାଁର, ଏହି ଗାଁକୁ ଜାଣନ୍ତି ଅଥବା ଗାଁ ସମ୍ବନ୍ଧୀୟ କିଛି ଲେଖା ବ୍ଲଗରେ ପ୍ରକାଶ କରିବାକୁ ଚାହାନ୍ତି ତେବେ ମୋର ଇ-ମେଲ ଠିକଣାର ପଠାନ୍ତୁ |
harihartripathy@gmail.com
My Cell No : 9439766372

ଏ ହେଉଛି କାର୍ତ୍ତିକ ମାସ.....
ଯଦିଓ ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍ ଭଗବତ୍ ଗୀତାରେ ମାର୍ଗଶୀର ମାସକୁ ଶ୍ରେଷ୍ଠ ବୋଲି କହିଛନ୍ତି ତଥାପି ଆମ ଜନସମାଜେର କାର୍ତ୍ତିକ ହେଉଛି ସବୁଠାରୁ ପୁଣ୍ୟମାସ| ଆମ ଗାଁ ବଡବେତରାର ମଧ୍ୟ ଏହି ମାସଟିକୁ ଅତ୍ୟନ୍ତ ପବିତ୍ରଭାବେ ପାଳନ କରାଯାଏ | ଏହି ମାସରେ ପ୍ରଭୁ ମଦନମୋହନଙ୍କର ରାସ ଉତ୍ସବ ଅନୁଷ୍ଠିତ ହୁଏ | ପ୍ରଭୁ ଫୁଲ ରଥରେ ବିଜେ କରନ୍ତି ଓ ତାଙ୍କ ସମ୍ମୁଖରେ ରାସ ବୋଲାଯାଏ | ପାଖ ଗାଁ ମନମଧୁପୁର ଓ ମଠସାହିରେ ମଧ୍ୟ ରାସ ଉତ୍ସବ ବେଶ ପବିତ୍ର ଓ ଆନନ୍ଦମୟ ପରିବେଶରେ ପାଳିତ ହୁଏ |
ଆମ ଗାଁ ରେ ଜଣେ କବି ଥିଲେ ଯାହାଙ୍କ ନାମ ପ୍ରହ୍ଲାଦ ଦାସ | ସେ ପ୍ରଭୁ ମଦନମୋହନଙ୍କ ଉପରେ ଅନେକ କବିତା ରଚନା କରିଯାଇଛନ୍ତି|
ଆଜି ମଧ୍ୟ ରାସ ଉତ୍ସବ ଅବସରରେ ଗାଁ ଲୋକେ ତାଙ୍କୁ ମନେ ପକାନ୍ତି |
The holy Kartika is celebrated with Puja and Nama Sankirtana in our village Badabetara. The five day long RASA UTSAVA is celebrated in Madana Mohana temple in our village.

Maa Dakshina Kalika Temple at Kudanagari near to Badabetara
Wednesday, October 26, 2011
Saturday, October 15, 2011
Subscribe to:
Posts (Atom)