Saturday, January 14, 2012
Wednesday, November 23, 2011
Sunday, November 13, 2011
Friday, November 11, 2011
Monday, November 7, 2011
ଆପଣମାନେ ମଧ୍ୟ ଏହି ବ୍ଲଗରେ ଆପଣଙ୍କ ଲେଖା ପ୍ରକାଶ କରିପାରିବେ
ପ୍ରିୟ ବନ୍ଧୁଗଣ
ଏହି ବ୍ଲଗଟି ହେଉଛି କେନ୍ଦ୍ରାପଡା ଜିଲ୍ଲାର ଛୋଟିଆ ଗାଁ ‘ବଡବେତରା’ ଉପରେ | ଆପଣମାନେ ଯଦି ଏହି ଗାଁର, ଏହି ଗାଁକୁ ଜାଣନ୍ତି ଅଥବା ଗାଁ ସମ୍ବନ୍ଧୀୟ କିଛି ଲେଖା ବ୍ଲଗରେ ପ୍ରକାଶ କରିବାକୁ ଚାହାନ୍ତି ତେବେ ମୋର ଇ-ମେଲ ଠିକଣାର ପଠାନ୍ତୁ |
harihartripathy@gmail.com
My Cell No : 9439766372

ଏ ହେଉଛି କାର୍ତ୍ତିକ ମାସ.....
ଯଦିଓ ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍ ଭଗବତ୍ ଗୀତାରେ ମାର୍ଗଶୀର ମାସକୁ ଶ୍ରେଷ୍ଠ ବୋଲି କହିଛନ୍ତି ତଥାପି ଆମ ଜନସମାଜେର କାର୍ତ୍ତିକ ହେଉଛି ସବୁଠାରୁ ପୁଣ୍ୟମାସ| ଆମ ଗାଁ ବଡବେତରାର ମଧ୍ୟ ଏହି ମାସଟିକୁ ଅତ୍ୟନ୍ତ ପବିତ୍ରଭାବେ ପାଳନ କରାଯାଏ | ଏହି ମାସରେ ପ୍ରଭୁ ମଦନମୋହନଙ୍କର ରାସ ଉତ୍ସବ ଅନୁଷ୍ଠିତ ହୁଏ | ପ୍ରଭୁ ଫୁଲ ରଥରେ ବିଜେ କରନ୍ତି ଓ ତାଙ୍କ ସମ୍ମୁଖରେ ରାସ ବୋଲାଯାଏ | ପାଖ ଗାଁ ମନମଧୁପୁର ଓ ମଠସାହିରେ ମଧ୍ୟ ରାସ ଉତ୍ସବ ବେଶ ପବିତ୍ର ଓ ଆନନ୍ଦମୟ ପରିବେଶରେ ପାଳିତ ହୁଏ |
ଆମ ଗାଁ ରେ ଜଣେ କବି ଥିଲେ ଯାହାଙ୍କ ନାମ ପ୍ରହ୍ଲାଦ ଦାସ | ସେ ପ୍ରଭୁ ମଦନମୋହନଙ୍କ ଉପରେ ଅନେକ କବିତା ରଚନା କରିଯାଇଛନ୍ତି|
ଆଜି ମଧ୍ୟ ରାସ ଉତ୍ସବ ଅବସରରେ ଗାଁ ଲୋକେ ତାଙ୍କୁ ମନେ ପକାନ୍ତି |
The holy Kartika is celebrated with Puja and Nama Sankirtana in our village Badabetara. The five day long RASA UTSAVA is celebrated in Madana Mohana temple in our village.

Maa Dakshina Kalika Temple at Kudanagari near to Badabetara
Wednesday, October 26, 2011
Saturday, October 15, 2011
Friday, September 30, 2011
Baishnabani Thakurani of Manamadhupur village nearer to Badabetara
Tuesday, August 30, 2011
ଜନ୍ମାଷ୍ଟମୀ ମହା ସମାରୋହରେ ପାଳିତ ହେଲା
ଆମ ଗ୍ରାମରେ ଅବସ୍ଥିତ ମଦନ ମୋହନଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି | ଏହି ଦିନ ଦିନରେ ହରିବଂଶ ପାଠ ଓ ରାତ୍ରିରେ ପ୍ରଭୁଙ୍କର ଜନ୍ମ ଉତ୍ସବ ପାଳିତ ହେଲା | ଭଜନ ଓ କୀର୍ତ୍ତନରେ ମୁଖରିତ ହାଇଗଲା ପ୍ରଭୁଙ୍କ ମନ୍ଦିର | ରାଧାଷ୍ଟମୀ ଉତ୍ସବ ଆଗାମୀ ସପ୍ଟେମ୍ବର ୪ ତାରିଖ ରବିବାର ଦିନ ପାଳିତ ହେବ
Wednesday, August 10, 2011
Badabetara Cooperative Society - at Mirjapur village
Monday, August 1, 2011
Thursday, July 28, 2011
Friday, May 20, 2011
Sriramacharita Manasa in our village
Kalasa Puja
Pandita Gangadhar Panda and his associate Prashanta
Pandita Gangadhar Panda
Pandita Nimai Charan Kar
Subscribe to:
Posts (Atom)