Badabetara: 2011

Friday, November 11, 2011

Rasa Utsava in Badabetara

This the only and first Chariot in Odisha which does not move but rotate. On the chariot (Ratha) Madana-Mohana and Maa Radharani  sit and listen SARAT RASA


Monday, November 7, 2011

ଆପଣମାନେ ମଧ୍ୟ ଏହି ବ୍ଲଗରେ ଆପଣଙ୍କ ଲେଖା ପ୍ରକାଶ କରିପାରିବେ

ପ୍ରିୟ ବନ୍ଧୁଗଣ

ଏହି ବ୍ଲଗଟି ହେଉଛି କେନ୍ଦ୍ରାପଡା ଜିଲ୍ଲାର ଛୋଟିଆ ଗାଁ ‘ବଡବେତରା’ ଉପରେ | ଆପଣମାନେ ଯଦି ଏହି ଗାଁର, ଏହି ଗାଁକୁ ଜାଣନ୍ତି ଅଥବା ଗାଁ ସମ୍ବନ୍ଧୀୟ କିଛି ଲେଖା ବ୍ଲଗରେ ପ୍ରକାଶ କରିବାକୁ ଚାହାନ୍ତି ତେବେ ମୋର ଇ-ମେଲ ଠିକଣାର ପଠାନ୍ତୁ |

harihartripathy@gmail.com
My Cell No : 9439766372

ଏ ହେଉଛି କାର୍ତ୍ତିକ ମାସ.....

ଯଦିଓ ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍‌ ଭଗବତ୍‌ ଗୀତାରେ ମାର୍ଗଶୀର ମାସକୁ ଶ୍ରେଷ୍ଠ ବୋଲି କହିଛନ୍ତି ତଥାପି ଆମ ଜନସମାଜେର କାର୍ତ୍ତିକ ହେଉଛି ସବୁଠାରୁ ପୁଣ୍ୟମାସ| ଆମ ଗାଁ ବଡବେତରାର ମଧ୍ୟ ଏହି ମାସଟିକୁ ଅତ୍ୟନ୍ତ ପବିତ୍ରଭାବେ ପାଳନ କରାଯାଏ | ଏହି ମାସରେ ପ୍ରଭୁ ମଦନମୋହନଙ୍କର ରାସ ଉତ୍ସବ ଅନୁଷ୍ଠିତ ହୁଏ | ପ୍ରଭୁ ଫୁଲ ରଥରେ ବିଜେ କରନ୍ତି ଓ ତାଙ୍କ ସମ୍ମୁଖରେ ରାସ ବୋଲାଯାଏ | ପାଖ ଗାଁ ମନମଧୁପୁର ଓ ମଠସାହିରେ ମଧ୍ୟ ରାସ ଉତ୍ସବ ବେଶ ପବିତ୍ର ଓ ଆନନ୍ଦମୟ ପରିବେଶରେ ପାଳିତ ହୁଏ |

ଆମ ଗାଁ ରେ  ଜଣେ କବି ଥିଲେ ଯାହାଙ୍କ ନାମ ପ୍ରହ୍ଲାଦ ଦାସ |  ସେ ପ୍ରଭୁ ମଦନମୋହନଙ୍କ ଉପରେ ଅନେକ କବିତା ରଚନା କରିଯାଇଛନ୍ତି|
ଆଜି ମଧ୍ୟ ରାସ ଉତ୍ସବ ଅବସରରେ  ଗାଁ ଲୋକେ ତାଙ୍କୁ ମନେ ପକାନ୍ତି |

 The holy Kartika is celebrated with Puja and Nama Sankirtana in our village Badabetara. The five day long RASA UTSAVA is celebrated in Madana Mohana temple in our village.  

Maa Dakshina Kalika Temple at Kudanagari near to Badabetara


Tuesday, August 30, 2011

ଜନ୍ମାଷ୍ଟମୀ ମହା ସମାରୋହରେ ପାଳିତ ହେଲା

ଆମ ଗ୍ରାମରେ ଅବସ୍ଥିତ ମଦନ ମୋହନଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି |  ଏହି ଦିନ ଦିନରେ ହରିବଂଶ ପାଠ ଓ ରାତ୍ରିରେ ପ୍ରଭୁଙ୍କର ଜନ୍ମ ଉତ୍ସବ ପାଳିତ ହେଲା | ଭଜନ ଓ କୀର୍ତ୍ତନରେ ମୁଖରିତ ହାଇଗଲା ପ୍ରଭୁଙ୍କ ମନ୍ଦିର |  ରାଧାଷ୍ଟମୀ ଉତ୍ସବ ଆଗାମୀ ସପ୍ଟେମ୍ବର ୪ ତାରିଖ ରବିବାର ଦିନ ପାଳିତ ହେବ

Monday, August 1, 2011

Friday, May 20, 2011

Sriramacharita Manasa in our village

Kalasa Puja

Pandita Gangadhar Panda and his associate Prashanta



Pandita Gangadhar Panda


Pandita Nimai Charan Kar

From Akshaya Trutiya to Baisakha Purnima  so many holy events occured in our village. Sriramacharita Manasa Parayana and Prabachana with Biswashanti Mahayagyan held in our village. Pandita Gangadhara Panda is the main Prabakta in the Prabachana. Pandita Nimai Charan Kar also gave valuable Prabachana on Sri Ramacharita. In the last day Swami Asimananda Saraswati was present and gave his Ashirbachana to the villagers. The total event was organized by Harihar Tripathy and Tapasaranjan Tripathy with the help of villagers of Badabetara.

Tuesday, April 19, 2011

Monday, March 28, 2011

Badabetara Melana and Dolayatra of Madana Mohana




Cultural program at Melana Padia
Bimana of Madana Mohana and Chandrashekhar

Monday, February 28, 2011

Chitrotpala : a beautiful river.....


Chitrotpala... is dried now....
River CHITROTPALA a beautiful river flowing near our village. The river is originated from Mahanadi near Guali of Cuttack district. The pic is taken at Naganpur of Garadpur block. This is the bustop to our village Badabetara.


 

Naganpur Bus-stop... early in the morning

Sun rise at Naganpur Bus-stop