Saturday, August 15, 2026
ଆମ ଗାଁ ସ୍କୁଲରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ |
Wednesday, August 12, 2026
Tuesday, January 13, 2026
Friday, July 8, 2022
Thursday, April 8, 2021
ଜଟେଶ୍ବର ତରୁଣ ସଂଘ
୧୯୬୯ ମସିହାରେ ଆମ ଗାଁରେ ଗଢିଉଠିଥିଲା ଜଟେଶ୍ବର ତରୁଣ ସଂଘ | ୧୮୬୦ ସୋସାଇଟ ଆକ୍ଟରେ ବିଧିବଦ୍ଧଭାବେ ରେଜିଷ୍ଟେସନ ହୋଇଥିଲା | ସେ ସମୟରେ ଏମିତି ଏକ ଅନୁଷ୍ଠାନ ଗଢାହୋଇଥିଲା, କାମ କରୁଥିଲା ଭାବିଲେ ଗର୍ବ ଲାଗୁଛି | ଆଜି ଆମ ଗାଁରେ ଏମିତି ଏକ ପଞ୍ଜିକୃତ ଅନୁଷ୍ଠାନ ବି ନାହିଁ.......ଜଟେଶ୍ବର ତରୁଣ ସଂଘର ସଦସ୍ୟମାନେ ଏବେ ବୃଦ୍ଧ | ଆଜିର ତରୁଣମାନେ ଦିଗହରା.........
Thursday, November 26, 2020
Wednesday, October 7, 2020
Subscribe to:
Posts (Atom)




















































